Glossary of Botany (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Abaxial
ଅପାକ୍ଷ
Abiogenesis (syn.abiogeny)
ଅଜୈବଜନନ
Abiotic
ଅଜୈବ
Abiotic factor
ଅଜୈବ କାରକ
Abiotic stress
ଅଜୈବ ବିଘ୍ନ / ବାଧା
Abortion
ଅବିକଶନ, ଅକାଳ ପ୍ରସବ
Ablation
ଅଦରକାରୀ
Ablactation
ଅବକ୍ଷରଣ
Ablast
ଅସ୍ଫୋଟନ
Abscission
ମୋଚନ, ବିଲଗନ
Abscission leaf
ପତ୍ର ମୋଚନ
Abscission stem
କାଣ୍ଡ ମୋଚନ
Abscission zone
ମୋଚନାଞ୍ଚଳ
Abscission layer
ମୋଚନସ୍ତର
Absolute growth rate
ପରମବୃଦ୍ଧି ହାର
Absolute water requirement
ପରମ ଜଳାବଶ୍ୟକତା
Absorb
ଶୋଷଣ କରିବା
Absorbable
ଶୋଷ୍ୟ
Absorption
ଶୋଷଣ
Absorption loss